Author: TRUPTIMAYEE SAHOO

ଆଜିକାଲି ମୋବାଇଲ୍ ରିଚାର୍ଜ ଦର ବଢ଼ିଥିବା ବେଳେ ଗ୍ରାହକମାନେ କମ୍ ମୂଲ୍ୟରେ ଭଲ ସୁବିଧା ଥିବା ପ୍ଲାନ୍ ଖୋଜୁଛନ୍ତି। ଏହି ପରିସ୍ଥିତିରେ Reliance Jioର ୧୨୩ ଟଙ୍କାର ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଏକ ଭଲ ବଜେଟ୍ ଅପ୍ସନ୍ ଭାବେ ସାମ୍ନାକୁ ଆସିଛି । ତେବେ ଏହି ପ୍ଲାନ୍ ସମ୍ପର୍କରେ ଅନେକ ଲୋକ ଜାଣିନଥାନ୍ତି, କାରଣ ଏହା ସାଧାରଣ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ନୁହେଁ। Jioର ୧୨୩ ଟଙ୍କାର ପ୍ଲାନ୍ ୨୮ ଦିନର ଭାଲିଡିଟି ସହିତ ଆସେ। ଏହାର ଅର୍ଥ ହେଉଛି, ମାସକୁ କେବଳ ଏକଥର ରିଚାର୍ଜ କଲେ ଆପଣଙ୍କ କନେକ୍ସନ୍ ଚାଲୁ ରହିବ। ଯେଉଁ ଗ୍ରାହକମାନେ ବାରମ୍ବାର ରିଚାର୍ଜ କରିବାକୁ ଚାହାନ୍ତି ନାହିଁ, ସେମାନଙ୍କ ପାଇଁ ଏହା ଏକ ସହଜ ସମାଧାନ। ଏହି ପ୍ଲାନ୍‌ରେ ପ୍ରତିଦିନ ୦.୫GB ଡାଟା ମିଳେ, ଯାହା ୨୮ ଦିନରେ ମୋଟ ୧୪GB ଡାଟା ହୁଏ। ଏହି ଡାଟା ପରିମାଣ କମ୍ ବ୍ୟବହାରକାରୀଙ୍କ ପାଇଁ ଯଥେଷ୍ଟ। WhatsApp…

Read More