Author: TRUPTIMAYEE SAHOO

ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଞ୍ଚଳରୁ ଏକ ହୃଦୟବିଦାରକ ଓ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଚମ୍ପାଗଡ଼ ସାହିରେ ମୁଣ୍ଡରେ ହୋଇଥିବା ଉକୁଣୀ ସଂକ୍ରମଣରେ ୧୨ ବର୍ଷୀୟା ଏକ ନାବାଳିକା ଜୀବନ ହାରାଇଛି । ମୃତକ ହେଉଛନ୍ତି ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ । ସାଧାରଣ ଭାବେ ଦେଖାଯାଉଥିବା ଏକ ସମସ୍ୟା କେମିତି ଭୟାବହ ରୂପ ନେଇପାରେ, ଏହି ଘଟଣା ତାହାର ଜୀବନ୍ତ ଉଦାହରଣ। ପରିବାର ଲୋକଙ୍କ କହିବା ଅନୁଯାୟୀ, କିଛି ମାସ ତଳେ ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା। ଘରୋଇ ଉପାୟ ଓ ବିଭିନ୍ନ ପ୍ରତିକାର କରାଯାଇଥିଲେ ମଧ୍ୟ ଉକୁଣୀ ସମସ୍ୟା ଭଲ ହୋଇନଥିଲା। ଧୀରେ ଧୀରେ ଉକୁଣୀଗୁଡ଼ିକ ତାଙ୍କ ଖପୁରୀକୁ ଗୁରୁତର ଭାବେ ଆକ୍ରାନ୍ତ କରିଥିଲେ । ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହେବା ପରେ ସେ ଲଜ୍ଜା ଓ ଭୟରେ ବାହାରକୁ ଯିବା ବନ୍ଦ କରିଦେଇଥିଲେ। ସ୍କୁଲକୁ ଯିବା, ସାଙ୍ଗମାନଙ୍କ ସହ ମିଶିବା ମଧ୍ୟ…

Read More