Author: TRUPTIMAYEE SAHOO

ସ୍ୱାସ୍ଥ୍ୟ ଆଜିର ମୁଖ୍ୟ ଚିନ୍ତା ବିଷୟ ହେବା ସହିତ, ଲୋକମାନେ ତାଙ୍କର ଖାଦ୍ୟ ପାଇଁ ବେଶି ସଚେତନ ହେଉଛନ୍ତି। ସମୟ ବଦଳିବା ସହିତ  ଖାଦ୍ୟ ପ୍ରଥାରେ ମଧ୍ୟ ପରିବର୍ତ୍ତନ ଆସିଛି । ଏହା ମଧ୍ୟରୁ କାଜୁ ଏକ ପ୍ରମୁଖ ସ୍ନାକ୍ସ ଭାବରେ ପ୍ରଚଳିତ ହୋଇଛି । କାଜୁ ଏକ ସ୍ୱାଦିଷ୍ଟ ଖାଦ୍ୟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ । ଏହାର ନିୟମିତ ସେବନ ଦ୍ୱାରା ପେଟ ଭରା ରହିଥାଏ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ନଥାଏ। ଡ୍ରାଏଫ୍ରୁଟସ୍ ସହିତ କାଜୁ ଏବେ ଦିନ ପ୍ରତିଦିନ ଲୋକଙ୍କ ଡାଏଟ୍ ପ୍ଲାନରେ ରହିଛି। କାଜୁରେ ଓମେଗା-୩ ଫ୍ୟାଟି ଏସିଡ୍, ବାୟୋଟିନ୍, ଭିଟାମିନ୍ ଇ, ଜିଙ୍କ୍ ଏବଂ ପ୍ରୋଟିନ ପ୍ରମୁଖ ଶକ୍ତିଶାଳୀ ପୋଷକ ଉପାଦାନ ରହିଛି । ଏହାର ଫଳରେ କାଜୁ ହାର୍ଟ ସମସ୍ୟା, ଡାଇବେଟିସ, ଓଜନ ହ୍ରାସ, ହାଡ ଶକ୍ତିକରଣ, ଇମ୍ୟୁନିଟି ବୃଦ୍ଧି ଏବଂ ମସ୍ତିଷ୍କ ସ୍ୱାସ୍ଥ୍ୟରେ ଉପକାରୀ। ହାର୍ଟ…

Read More