Author: TRUPTIMAYEE SAHOO

ସ୍ମାର୍ଟଫୋନ୍ ପ୍ରେମୀଙ୍କ ପାଇଁ Oppo ପୁଣି ଏକ ଜବରଦସ୍ତ ଉପହାର ଆଣିଛି । ଭାରତୀୟ ବଜାରରେ Oppo ତାହାର K14 ସିରିଜର ପ୍ରଥମ ସ୍ମାର୍ଟଫୋନ୍ Oppo K14x 5G କୁ ଅଫିସିଆଲ୍ ଭାବେ ଲଞ୍ଚ କରିଛି। ଶକ୍ତିଶାଳୀ ବ୍ୟାଟେରୀ, ଫାଷ୍ଟ ଚାର୍ଜିଂ, 5G ସପୋର୍ଟ ଏବଂ ଆକର୍ଷଣୀୟ ଡିଜାଇନ୍ ସହିତ ଏହି ଫୋନ୍ ମିଡ୍-ରେଞ୍ଜ ସେଗ୍ମେଣ୍ଟରେ ବଡ଼ ଧମାକା କରିବାକୁ ପ୍ରସ୍ତୁତ। ନିକଟରେ Flipkart ସହ ଏକ ଇ-କମର୍ସ ପ୍ଲାଟଫର୍ମରେ Oppo K14x 5G ପାଇଁ ଏକ ଡେଡିକେଟେଡ୍ ମାଇକ୍ରୋସାଇଟ୍ ଲାଇଭ୍ କରାଯାଇଥିଲା, ଯେଉଁଠାରେ ଫୋନ୍‌ର ଡିଜାଇନ୍, ସ୍ପେସିଫିକେସନ୍ ଓ ଫିଚର୍ସ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି। Oppo ସ୍ପଷ୍ଟ କରିଛି ଯେ ଏହି ହ୍ୟାଣ୍ଡସେଟ୍ ଦୁଇଟି ଆକର୍ଷଣୀୟ କଲର୍—Prism Violet ଏବଂ Ice Blue—ରେ ଉପଲବ୍ଧ ହେବ। ଡିଜାଇନ୍ ଏବଂ ବ୍ୟାଟେରୀ Oppo K14x 5G ର ଡିଜାଇନ୍ ଖୁବ୍ ପ୍ରିମିୟମ୍ ଦେଖାଯାଏ। ପଛପଟେ ଏକ ପିଲ୍-ଶେପ୍ଡ କ୍ୟାମେରା  ରହିଛି,…

Read More