Author: TRUPTIMAYEE SAHOO

ଯଦି ଆପଣ ଗହଣା କିଣିବାକୁ ଯୋଜନା କରୁଛନ୍ତି କିମ୍ବା ଆଜି ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ କିଣିବା ପୂର୍ବରୁ ଆଜିର ସୁନା ଦର ଜାଣିନେବା ଅତ୍ୟନ୍ତ ଆବଶ୍ୟକ। ଦେଶର ବିଭିନ୍ନ ସହରରେ ସୁନା ମୂଲ୍ୟରେ  ପରିବର୍ତ୍ତନ ଦେଖାଯାଉଥିବା ବେଳେ, ଆଜି ଭାରତୀୟ ବଜାରରେ ସୁନା ଦର ଉଚ୍ଚ ସ୍ତରରେ ରହିଛି। ଆଜି ସାରା ଦେଶରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୭,୯୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନାର ଦର ୧,୪୪,୭୫୦ ଟଙ୍କାକୁ ପହଞ୍ଚିଛି। ବିଶେଷକରି ବିବାହ ଋତୁ ଓ ପର୍ବପର୍ବାଣୀକୁ ନଜରରେ ରଖିଲେ, ସୁନା ଦରରେ ଏହି ବୃଦ୍ଧି ଗ୍ରାହକଙ୍କ ଉପରେ କିଛି ପ୍ରଭାବ ପକାଇପାରେ। ରାଜଧାନୀ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୭,୯୧୦ ଟଙ୍କା ରହିଥିବା ବେଳେ, ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୪,୭୫୦ ଟଙ୍କା ରହିଛି। ସ୍ଥାନୀୟ ବଜାରରେ ଗହଣା ବ୍ୟବସାୟୀମାନେ କହୁଛନ୍ତି…

Read More