Author: TRUPTIMAYEE SAHOO

୨୦୨୪ ଅକ୍ଟୋବର-ନଭେମ୍ବର ବି ଭାଙ୍ଗିଛି ଗରମର ସବୁ ରେକର୍ଡ ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି ବର୍ଷ ୨୦୨୪ ଶେଷ ହୋଇଛି। ଏହି ବର୍ଷ ଗଲାବେଳେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୯୦୧ ମସିହା ପରେ ଭାରତରେ ସବୁଠାରୁ ଉତ୍ତପ୍ତ ବର୍ଷ ହେବାର ରେକର୍ଡ କରିଛି ୨୦୨୪। ଭାରତୀୟ ପାଣିପାଗ ବିଭାଗ ଆଇଏମଡି ଅନୁଯାୟୀ, ୨୦୨୪ରେ ହାରାହାରି ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୦.୯୦ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା। ଏକ ଭର୍ଚ୍ଚୁଆଲ୍ ପ୍ରେସମିଟରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ କେବଳ ୨୦୨୪ ମସିହାରେ ସାରା ଭାରତରେ ବାର୍ଷିକ ହାରାହାରି ସ୍ଥଳଭାଗ ବାୟୁର ତାପମାତ୍ରା ଦୀର୍ଘକାଳୀନ ହାର (୧୯୯୧-୨୦୨୦ ଅବଧି)ଠାରୁ ୦.୬୫ ଡିଗ୍ରୀ ସେଲସିୟସ୍ ଅଧିକ ଥିଲା। ଏହା ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି। ୨୦୧୬ରେ ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ୦.୫୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ତେଣୁ ୨୦୨୪…

Read More