Author: TRUPTIMAYEE SAHOO

ଅନେକ ହାଜତ ନିର୍ଯାତନା, ଯୌନ ଅପରାଧ ଓ ହତ୍ୟାର ଶିକାର ସରିଯାଉଛି ୨୦୨୪ ମସିହା। ଆସନ୍ତାକାଲି ଠୁ ଏହା ସ୍ମୃତି ହୋଇଯିବ। ତେବେ ଏହି ବର୍ଷକୁ ଯଦି ଦେଖିବା ଓଡ଼ିଶା ମହିଳାଙ୍କ ପାଇଁ ୨୦୨୪ ବର୍ଷ ଉତ୍ପୀଡ଼ନ ଓ ଅତି ଭୟଙ୍କର ନିର୍ଯାତନାର ବର୍ଷ ଥିଲା।  ହାଜତ ନିର୍ଯାତନା, ଘୃଣ୍ୟ ଯୌନ ଅପରାଧ ଓ ହତ୍ୟାକାଣ୍ଡ ଭଳି ଅମାନୁଷିକ ଘଟଣା ଘଟିଥିବା ଜଣାପଡିଛି। ଯଦିଓ ରାଜ୍ୟରେ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡ଼ି ସରକାର ଚଳିତ ସାଧାରଣ ନିର୍ବାଚନରେ ପରାଜୟ ବରଣ କରିଥିବା ବେଳେ ଶାସନ ଗାଦିରେ ବସିଛି ବିଜେପି ସରକାର। ସରକାର ବଦଳି ଥିଲେ ମଧ୍ୟ ଅପରାଧ କମିବାର ନାଁ ଧରିନି। ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ହାଜତରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହେବା ପରେ ରାଜ୍ୟ ପୁଲିସ ନ୍ୟାୟ ବ୍ୟବସ୍ଥାରେ ଭୁଲ ଥିବାର ଦେଖିବାକୁ ପାଇଥିଲା। ସେପ୍ଟେମ୍ବର ୧୫ ତାରିଖ ରାତିରେ ଏହି ଦମ୍ପତି…

Read More