Author: TRUPTIMAYEE SAHOO

ଗତ ଅଗଷ୍ଟ ୨୨, ୨୦୨୫ ତାରିଖରେ ଭୁବନେଶ୍ୱରଠାରେ “ଓଡ଼ିଶା ସୂଚନା କମିଶନଙ୍କ କାର୍ଯ୍ୟଧାରା, କାର୍ଯ୍ୟଶୈଳୀ, କେସ୍ ଶୁଣାଣୀ ପ୍ରକ୍ରିୟା ଓ କେସ୍ ଫଇସଲା” ସଂପର୍କରେ ଏକ ରାଜ୍ୟସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜ୍ୟରେ ଗତ ଦୁଇ ଦଶନ୍ଧି ଧରି ସୂଚନା ଅଧିକାର ଆଇନକୁ କ୍ରୀୟାଶୀଳ କରେଇବା ଓ ଜନ ସାଧାରଣଙ୍କୁ ଆଇନ ସଂପର୍କରେ ସଚେତନ କରେଇବା ଦିଗରେ କାର୍ଯ୍ୟକରି ଆସୁଥିବା ଅଗ୍ରଣୀ ସଂଗଠନ “ଓଡ଼ିଶା ସୂଚନା ଅଧିକାର ଅଭିଯାନ” ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସୂଚନା କମିଶନଙ୍କ କାର୍ଯ୍ୟଶେୈଳୀ ଓ କେସ୍ ଶୁଣାଣୀ ପାଇଁ ଅନୁସୃତ ପଦ୍ଧତି ଓ କେସ୍ ଫଇସଲା ଅର୍ଡ଼ର କେତେଦୂର ଲୋକାଭିମୁଖୀ ହୋଇପାରିଛି ସେ ସଂପର୍କରେ ବିଚାର ବିମର୍ଷ କରିବା ଓ ଭୁଲ ତୃଟିର ସୁଧାର ପାଇଁ ସୂଚନା କମିଶନ ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ଏହି ଜନଶୁଣାଣୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।  ଗତ ଏପ୍ରିଲ୍‌, ୨୦୨୫ରେ ରାଜ୍ୟ…

Read More