Author: TRUPTIMAYEE SAHOO

କିଛିଦିନ ତଳେ ସୋସିଆଲ ମିଡିଆରେ ବୋଉ ବୁଟୁ ଭୁତକୁ ନେଇ ବେସ ହଇଚଇ ସୃଷ୍ଟି ହୋଇଥିଲା । ଓଡ଼ିଆ ବ୍ଲଗର ଛାଡ଼ନ୍ତୁ ଅଣ-ଓଡ଼ିଆ ୟୁଟ୍ୟୁବର ମାନେ ମଧ୍ୟ ଏହି ଫିଲ୍ମକୁ ନେଇ ବେସ୍ ଉତ୍ସାହିତ ଥିଲେ । ଫିଲ୍ମର କାହାଣୀ ଓ ପ୍ରେଜେଣ୍ଟସନ ଦର୍ଶକଙ୍କୁ ବେସ୍ ପ୍ରଭାବିତ କରିଥିଲା । ଏହା ସହିତ ବୋଉ ବୁଟୁ ଭୁତ ,ଓଡ଼ିଆ ସିନେମାର ସର୍ବକାଳୀନ ବ୍ଲକବଷ୍ଟରର ମାନ୍ୟତା ପାଇଥିଲା । ଓଡିଆ ସିନେମା ଇତିହାସରେ ଏହା ସବୁଠାରୁ ଅଧିକ ଆୟକାରୀ ଫିଲ୍ମ ଭାବେ ଇତିହାସରେ ନିଜ ନାମ ସାମିଲ କରିବାରେ ସଫଳ ହୋଇଥିଲା । କିନ୍ତୁ କ୍ରିଟିକଙ୍କ କହିବା ହେଉଛି,ଯଦି ଓଡ଼ିଶାରେ ସିନେମା ହଲର ସଂଖ୍ୟା ଅଧିକ ହୋଇଥାନ୍ତା,ତେବେ ବୋଉ ବୁଟୁ ଭୁତ ବକ୍ସ ଅଫିସରେ ଆହୁରି ଯାଦୁ ଦେଖାଇଥାନ୍ତା । ସିଧା କହିବାକୁ ଗଲେ  ଓଡ଼ିଶାର ସିନେମା ଜଗତ ଏକ ଗଭୀର ସଙ୍କଟର ସାମ୍ନା କରୁଛି। ଗତ ଦଶନ୍ଧିରେ ଅନେକ ସିନେମା ହଲ…

Read More