Author: TRUPTIMAYEE SAHOO

ନେପାଳରେ ଛାତ୍ରମାନଙ୍କ ପ୍ରବଳ ବିରୋଧ ମଧ୍ୟରେ । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଦୁବାଇ ପଳାଇବା ପାଇଁ ଯୋଜନା । ଅନ୍ୟପକ୍ଷରେ, ନେପାଳ ସରକାରଙ୍କ ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କୃଷିମନ୍ତ୍ରୀଙ୍କ ସମେତ ୧୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କିନ୍ତୁ ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି କରୁଛନ୍ତି । ନିକଟରେ ନେପାଳର କେପି ଶର୍ମା ଓଲି ସରକାର ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୟୁଟ୍ୟୁବ୍ ସମେତ ୨୬ଟି ସୋସିଆଲ ମିଡ଼ିଆ ସାଇଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କାରଣ ଏହିଗୁଡ଼ିକ ସମୟସୀମା ମଧ୍ୟରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହିତ ପଞ୍ଜୀକୃତ ହୋଇ ନଥିଲେ । କିଛି ଲୋକ ଏହି ପଦକ୍ଷେପକୁ ‘ଅନଲାଇନ୍ ପ୍ରତିବାଦ କରୁଥିବା ବିରୋଧୀମାନଙ୍କୁ ଦଣ୍ଡ ଦେବା’ ଏବଂ ସେନ୍ସରସିପ୍ କରିବାର ଏକ ଉପାୟ ବୋଲି କହିଛନ୍ତି । କିନ୍ତୁ କିଛି ଲୋକ ଏହାକୁ ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ଡିଜିଟାଲ ଓ୍ୱାରରେ ନେପାଳ…

Read More