Author: TRUPTIMAYEE SAHOO

ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି କିମ୍ବା ଗହଣା କିଣିବା ପାଇଁ ଭାବୁଛନ୍ତି, ତେବେ କିଣିବା ପୂର୍ବରୁ ଦେଶର ବିଭିନ୍ନ ସହରର ସୁନା ଦର ଉପରେ ନଜର ପକାଇବା ଅତ୍ୟନ୍ତ ଆବଶ୍ୟକ । ଆଜି ଭାରତୀୟ ବଜାରରେ ସୁନା ଦର ଉଚ୍ଚ ସ୍ତରରେ ରହିଥିବା ଦେଖିବାକୁ ମିଳିଛି । ଆଜି ଦେଶସ୍ତରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୮୪୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୪୫,୬୦୦ ଟଙ୍କାକୁ ପହଞ୍ଚିଛି। ବଜାରରେ ସୁନା ଦର ବୃଦ୍ଧି ପାଇବାରୁ ଗ୍ରାହକମାନେ କିଣାକଟା ପୂର୍ବରୁ ଭଲଭାବେ ଭାବିଚିନ୍ତା କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦର ଦେଶସ୍ତର ସହ ସମାନ ରହିଛି। ଏଠାରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୮୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୪୫,୬୦୦ ଟଙ୍କା ରହିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ…

Read More