Author: TRUPTIMAYEE SAHOO

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଗୋଚର ମାନବ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଏହି କ୍ରମରେ ୩ ଜୁନ୍ ୨୦୨୭ ତାରିଖରେ ଶନି ଦେବ ମେଷ ରାଶିରେ ପ୍ରବେଶ କରିବେ, ଯାହା ପ୍ରାୟ ୩୦ ବର୍ଷ ପରେ ଘଟୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ପରିବର୍ତ୍ତନ । ମେଷ ଶନିଙ୍କର ନିମ୍ନ ରାଶି ହେଉଥିବାରୁ ଏହି ଗୋଚର ଅନେକ ରାଶି ପାଇଁ ସମସ୍ୟା ନେଇଆସିପାରେ। ତେବେ ଜ୍ୟୋତିଷୀମାନଙ୍କ ମତାନୁସାରେ, ଏହି ପରିବର୍ତ୍ତନ ୪ଟି ରାଶି ପାଇଁ ବେଶ୍ ଶୁଭ ଫଳ ନେଇଆସିବ। କର୍କଟ ରାଶି ଶନିଙ୍କ ମେଷ ଗୋଚର କର୍କଟ ରାଶିଜାତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଦୀର୍ଘ ସମୟ ଧରି ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ। ହଠାତ୍ ଧନଲାଭ ହେବା ସହିତ ଆର୍ଥିକ ସ୍ଥିତିରେ ସୁଧାର ଦେଖାଯିବ। ବେକାର ଯୁବକ-ଯୁବତୀଙ୍କୁ ଇଚ୍ଛାଅନୁଯାୟୀ ଚାକିରି ମିଳିବାର ସମ୍ଭାବନା ରହିଛି। ସିଂହ ରାଶି ସିଂହ ରାଶି ପାଇଁ ଏହି ଗୋଚର…

Read More