Author: TRUPTIMAYEE SAHOO

ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁଥିବା ମ୍ୟାଚ ନେଇ ସସପେନ୍ସ ଜାରି ରହିଛି । ଲାହୋରର ଗଦାଫି ଷ୍ଟାଡିୟମରେ ICC, PCB ଓ ବାଂଲାଦେଶ କ୍ରିକେଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ୫ ଘଣ୍ଟାର ବୈଠକ ହୋଇଛି । ଏହି ବୈଠକରେ ଭାରତ ବିପକ୍ଷରେ ପାକିସ୍ତାନ ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ଚର୍ଚ୍ଚା ହୋଇଛି । ପାକିସ୍ତାନ ବର୍ଜନ ନିଷ୍ପତ୍ତିରୁ ଓହରିବା ପାଇଁ ୩ଟି ସର୍ତ୍ତ ରଖିଛି । ପ୍ରଥମତଃ ପାକିସ୍ତାନକୁ ବିଶ୍ୱର ସବୁଠାରୁ ଅଧିକ ରେଭିନ୍ୟୁ ଦରକାର । ଦ୍ୱିତୀୟତଃ, ଭାରତ ସହିତ ବାଇଲେଟରାଲ କ୍ରିକେଟ ପୁଣି ଆରମ୍ଭ ହେବା ଦାବି । ତୃତୀୟତଃ ଟି-୨୦ ବିଶ୍ୱକପରେ ଭାରତୀୟ ଓ ପାକିସ୍ତାନୀ ଖେଳାଳିଙ୍କ ପରସ୍ପର କରମର୍ଦ୍ଦନ ନ ହେବା ନିଶ୍ଚିତ କରାଯିବ । ବୈଠକରେ PCB ଅଧ୍ୟକ୍ଷ ମୋହସିନ ନକଭି ICC ଡେପୁଟି ଚେୟାରମ୍ୟାନ୍ ଇମ୍ରାନ ଖ୍ୱାଜା ଓ BCB ସଭାପତି ଅମିନୁଲ ଇସଲାମ ଉପସ୍ଥିତ ଥିଲେ । ICC…

Read More