Author: TRUPTIMAYEE SAHOO

ପ୍ରେମ ହେଉଛି ଏମିତି ଅନୁଭୂତି । ପ୍ରେମ ସପ୍ତାହର ତୃତୀୟ ଦିନ, ଆଜି ଚକୋଲେଟ୍ ଡେ ପାଳିତ ହେଉଛି। ଏହି ଦିନରେ ପ୍ରେମୀମାନେ ନିଜ ପ୍ରେମୀକୁ ପ୍ରିୟ ଚକୋଲେଟ୍ ଦେଇ ମନର କଥା କହିବେ । ଗତକାଲି ପ୍ରପୋଜ୍ ଡେ ଶେଷ ହୋଇଥିଲା ତେଣୁ ଆଜି ଚକୋଲେଟ୍ ଡେ ପାଳନ କରାଯାଇଛି। ସହରର ବିଭିନ୍ନ ଦୋକାନରେ ଚକୋଲେଟ୍ ପାଇଁ ଲମ୍ବା ଲାଇନ ଲଗିଥିଲା । ଯୁବପିଢ଼ି ବେଶ ଉତ୍ସାହର ସହ ଅଂଶ ନେଉଥିଲେ । ଫ୍ଲେଭର ଚକୋଲେଟ୍, ଡାର୍କ, ମିଳ୍କ, ହ୍ୱାଇଟ ଆଦି ସବୁ ଚକୋଲେଟ୍ ମଧ୍ୟରୁ ପ୍ରେମୀମାନେ ବାଛିଥିଲେ।  ଚକୋଲେଟ୍ ଦେଇ ପ୍ରେମୀମାନେ ନିଜ ଭାବନାର ପ୍ରକାଶ କରନ୍ତି ଓ ସଂପର୍କ ଆଉ ମଜବୁତ କରନ୍ତି । ବିଭିନ୍ନ ରଙ୍ଗ ଓ ସ୍ୱାଦର ଚକୋଲେଟ୍ ସହିତ ଏହି ଦିନ ପ୍ରେମୀମାନଙ୍କ ପାଇଁ ଅନନ୍ୟ ମନୋରଞ୍ଜନ ହୋଇଥାଏ । ପ୍ରେମୀମାନଙ୍କ ଉତ୍ସାହ ଓ ସାମୁହିକ ପ୍ରେମ ପ୍ରଦର୍ଶନ ଦେଖି ଦୋକାନ ମାଲିକମାନେ…

Read More