Author: TRUPTIMAYEE SAHOO

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନ ଓ ସଂଯୋଗକୁ ମାନବ ଜୀବନ ସହ ଗଭୀର ଭାବେ ସମ୍ପର୍କିତ ବୋଲି ଧରାଯାଏ । ଗ୍ରହମାନଙ୍କର ଗୋଟିଏ ଛୋଟ ଚଳନ ମଧ୍ୟ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ। ଏହି କ୍ରମରେ, ଆସନ୍ତା ୮ ମାର୍ଚ୍ଚ ୨୦୨୬ ତାରିଖ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ବିଶେଷ ମନାଯାଉଛି । ଏହି ଦିନ ଧନ, ସୁଖ ଓ ବିଳାସର କାରକ ଶୁକ୍ର ଗ୍ରହ ଏବଂ କର୍ମ, ସଂଘର୍ଷ ଓ ଫଳଦାତା ଶନି ଗ୍ରହ ଏକାସାଥି ଗୋଟିଏ ରାଶିରେ ସଂଯୁକ୍ତ ହେବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଏବଂ ଶନି ପରସ୍ପରଙ୍କ ସର୍ବୋତ୍ତମ ବନ୍ଧୁ। ଯେତେବେଳେ ଏହି ଦୁଇ ଗ୍ରହ ଏକତ୍ର ହୁଅନ୍ତି, ସେତେବେଳେ ଏହା ଆର୍ଥିକ ସମୃଦ୍ଧି, କ୍ୟାରିଅରରେ ପ୍ରଗତି, ସୁଖ-ସୁବିଧା ଓ ସମ୍ମାନ ପ୍ରତିଷ୍ଠା ବୃଦ୍ଧିର ସୂଚନା ଦେଇଥାଏ। ବିଶେଷକରି ଏହି ସଂଯୋଗ ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ନେଇଆସିବ। ବୃଷ ବୃଷ ରାଶି…

Read More