Author: TRUPTIMAYEE SAHOO

ଭାରତୀୟ ଗଣତନ୍ତ୍ରର ଇତିହାସରେ ଏମିତି ଏକ ସମୟ ଥିଲା, ଯେତେବେଳେ ଦେଶର ଭାଗ୍ୟ କୌଣସି ସରକାରୀ ଦପ୍ତର କିମ୍ବା ପ୍ରଧାନମନ୍ତ୍ରୀଙ୍କ ବାସଭବନ ‘୭ ରେସ୍ କୋର୍ସ ରୋଡ୍’ରେ ସ୍ଥିର ହେଉନଥିଲା। ବରଂ ଦେଶର ଭାଗ୍ୟ ନିର୍ଦ୍ଧାରଣ ହେଉଥିଲା ଦିଲ୍ଲୀର ଏକ ଆଲିସାନ ଆଶ୍ରମରେ। ଏମିତି ଏକ ସମୟ ଥିଲା, ଯେତେବେଳେ ଦେଶର ବଡ଼ ବଡ଼ ପ୍ରଧାନମନ୍ତ୍ରୀ ଏବଂ ଶକ୍ତିଶାଳୀ ନେତାମାନେ ଜଣେ ବ୍ୟକ୍ତିଙ୍କ ସାମ୍ନାରେ ହାତ ଯୋଡ଼ି ତଳେ ବସୁଥିଲେ। ଗୈରିକ ବସ୍ତ୍ର, ମାଥାରେ ଲମ୍ବା ତିଲକ, ହାତରେ ରୁଦ୍ରାକ୍ଷ ମାଳ। କିନ୍ତୁ ମୁଣ୍ଡ ଭିତରେ ଚାଲୁଥିଲା ସାରା ଦୁନିଆର ରାଜନୀତିକୁ ନିଜ ଆଙ୍ଗୁଠିରେ ନଚାଇବାର ଏକ ବିରାଟ ଚକ୍ରବ୍ୟୂହ। ସେ ଥିଲେ ଭାରତ ଇତିହାସର ସବୁଠାରୁ ରହସ୍ୟମୟ, ସବୁଠାରୁ ବିବାଦୀୟ ଏବଂ ସବୁଠାରୁ ଶକ୍ତିଶାଳୀ ତାନ୍ତ୍ରିକ – ଚନ୍ଦ୍ରାସ୍ୱାମୀ। କ’ଣ ଥିଲା ଚନ୍ଦ୍ରାସ୍ୱାମୀଙ୍କର ସେହି କଳା ଡାଏରୀର ପୃଷ୍ଠା ? ଯେଉଁଠି ଲୁଚି ରହିଛି ବିଶ୍ୱସ୍ତରୀୟ ଷଡ଼ଯନ୍ତ୍ର, ସତ୍ତାର ମୋହ,…

Read More