Author: TRUPTIMAYEE SAHOO

ଆଜି ଆମେ କୌଣସି ସାଧାରଣ ରାଜନୈତିକ ବିବାଦ କିମ୍ବା ଦୈନନ୍ଦିନ ଘଟଣା ଉପରେ କଥା ହେବାକୁ ଯାଉନାହୁଁ। ଆଜି ଆମେ ଏପରି ଏକ ବିଷୟରେ ଆଲୋଚନା କରିବୁ, ଯାହା ଶୁଣିବା ପରେ ଆପଣଙ୍କୁ ହୁଏତ ଟିକେ କଷ୍ଟ ଲାଗିବ, ଆପଣଙ୍କ ଅହଂକାରରେ ଆଘାତ ଲାଗିବ, କିନ୍ତୁ ଏହା ଏକ ଏପରି ଦର୍ପଣ, ଯେଉଁଥିରେ ଆମକୁ ଆମର ନିଜର ପ୍ରକୃତିର ପ୍ରତିବିମ୍ବ ସ୍ପଷ୍ଟ ଦେଖାଯିବ। ଆପଣମାନେ ଜାପାନ କଥା ଜାଣିଥିବେ। ଦ୍ୱିତୀୟ ବିଶ୍ୱଯୁକ୍ତ ସମୟରେ ଯେଉଁ ଦେଶ ଉପରେ ଦୁଇଟି ପରମାଣୁ ବୋମା ପଡ଼ିଥିଲା, ଯାହା ସମ୍ପୂର୍ଣ୍ଣରୂପେ ଧ୍ୱଂସ ହୋଇଯାଇଥିଲା, ସେହି ଜାପାନ କେବେ କାହା ପାଖରେ ସହାନୁଭୂତି କିମ୍ବା ଦାନ ଭିକ୍ଷା କରିନଥିଲା। ସେମାନେ ନିଜର ଆତ୍ମସମ୍ମାନ ଏବଂ ଅଟଳ ପରିଶ୍ରମ ବଳରେ ଦେଶକୁ ପୁନଃନିର୍ମାଣ କରିଥିଲେ। ଆମେରିକା ପାଖକୁ ବି ସେମାନେ କେବେ ହାତ ପାତିନଥିଲେ। କିନ୍ତୁ ଆଜି ଆମେ ଜାପାନ ଏବଂ ଭାରତକୁ ନେଇ ଏକ ଏପରି ଘଟଣା…

Read More