Author: TRUPTIMAYEE SAHOO

ରାଜନୀତିରେ ଗୋଟିଏ କଥା କୁହାଯାଏ- “ଇତିହାସ କେବଳ ସେମାନଙ୍କୁ ମନେ ରଖେନାହିଁ ଯେଉଁମାନେ ସବୁବେଳେ ଜିତନ୍ତି, ବରଂ ସେମାନଙ୍କୁ ମନେ ରଖେ ଯେଉଁମାନେ ହାରିବା ପରେ ପୁଣି ଥରେ ଠିଆ ହୋଇ ଦୁନିଆକୁ ଚମକାଇ ଦିଅନ୍ତି।” ୨୦୨୪ ମସିହା ଲୋକସଭା ନିର୍ବାଚନର ସେହି ଦୃଶ୍ୟ ଆପଣଙ୍କର ନିଶ୍ଚୟ ମନେଥିବ। ଯେଉଁଠି ବିଜେପି ‘୪୦୦ ପାର୍’ର ନାରା ଦେଇଥିଲା, କିନ୍ତୁ କେବଳ ୨୪୦ଟି ଆସନରେ ଅଟକି ଯାଇଥିଲା। ବିରୋଧୀ ‘ଇଣ୍ଡିଆ ମେଣ୍ଟ’ ଖୁସି ମନାଉଥିଲା ଯେ ମୋଦୀ ମ୍ୟାଜିକ ଏବେ ଶେଷ ହୋଇଯାଇଛି, ବିଜେପିର ରଥ ଅଟକି ଯାଇଛି ଏବଂ ଆଗାମୀ ଦିନରେ ଏହି ମେଣ୍ଟ ସରକାର ବେଶୀ ଦିନ ତିଷ୍ଠିବ ନାହିଁ। କିନ୍ତୁ ଗତ ଦୁଇବର୍ଷ ଭିତରେ ଭାରତୀୟ ରାଜନୀତିରେ ଯାହା ଘଟିଲା, ତାହା ବିରୋଧୀଙ୍କ ସମସ୍ତ ଅଙ୍କକଷାକୁ ପାଣିଚିଆ କରିଦେଇଛି। ଯେଉଁ ବିଜେପିକୁ ୨୦୨୪ରେ ଦୁର୍ବଳ କୁହାଯାଉଥିଲା, ସେହି ବିଜେପି କେମିତି ମାତ୍ର ଦୁଇ ବର୍ଷ ଭିତରେ ଏଭଳି ଏକ…

Read More