Author: TRUPTIMAYEE SAHOO

ଗତ କିଛିବର୍ଷ ତଳେ ଆମ ଦେଶରେ ପାଠପଢ଼ାଉଥିବା କେତେକ ସଂସ୍ଥା ଏପରି କିଛି ବିଷୟ ଆରମ୍ଭ କରିଥିଲେ, ଯାହାକୁ ଶୁଣିଲେ ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ହେଉଥିଲେ ଏବଂ ଏହାକୁ ନାପସନ୍ଦ ମଧ୍ୟ କରୁଥିଲେ। ସେତେବେଳେ ଲୋକମାନେ କହୁଥିଲେ ଯେ ରାଜନୈତିକ ନେତା କିପରି ହେବେ, ସେଥିପାଇଁ ପୁଣି ପ୍ରଶିକ୍ଷଣ କ’ଣ ଦିଆଯିବ? ଏହା ଆମ ଦେଶର ରାଜନୈତିକ ପରମ୍ପରାର ଅଧୋଗତି ବୋଲି ମଧ୍ୟ କୁହାଯାଉଥିଲା। ସେହି ସମୟରେ ‘ଭାରତୀୟ ରାଜନୈତିକ ନେତୃତ୍ୱ ପ୍ରତିଷ୍ଠାନ’ (IPL), ‘ଭାରତୀୟ ଗଣତାନ୍ତ୍ରିକ ନେତୃତ୍ୱ ପ୍ରତିଷ୍ଠାନ’ (IIDL), ‘ଭାରତୀୟ ଗଣତାନ୍ତ୍ରିକ ବିଦ୍ୟାଳୟ’ (ISD) ଏବଂ ‘ରାଜନୈତିକ ନେତୃତ୍ୱ ଏକାଡେମୀ’ (PLA) ଭଳି କିଛି ସଂସ୍ଥା ମୁଣ୍ଡ ଟେକିଥିଲା। କିନ୍ତୁ ଆଜି ସମୟ ବଦଳିଛି। ଯେଉଁ କଥାକୁ କେବଳ କାଗଜପତ୍ର ବା ପ୍ରଶିକ୍ଷଣ ସଂସ୍ଥାର କାହାଣୀ ବୋଲି ଭାବୁଥିଲେ, ଆଜି ଦେଶର ସବୁଠାରୁ ପୁରୁଣା ଏବଂ ପ୍ରମୁଖ ରାଜନୈତିକ ଦଳ—କଂଗ୍ରେସ, ନିଜେ ସେହି ବାଟରେ ପାଦ ଦେଇଛି। ଭାରତୀୟ…

Read More