Author: TRUPTIMAYEE SAHOO

ରାସ୍ତା ପାର୍ଶ୍ୱରେ ଝଲସିବ ପାରମ୍ପାରିକ ଚିତ୍ର ତଦାରଖ କଲେ ନଗରଉନ୍ନୟନ ମନ୍ତ୍ରୀ ପ୍ରବାସୀ ଭାରତୀୟ ଦିବସ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରେ ଏକାଠି ହେବେ ପ୍ରବାସୀ ଭାରତୀୟ । ହଜାର ହଜାର ଅତିଥି ସାମିଲ ହେବାକୁ ଥିବା ଏହି ସମ୍ମିଳନୀକୁ ସଫଳତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତିରେ ଚାଲିଛି । ସଜେଇ ହେଲାଣି ରାଜଧାନୀ ଭୁବନେଶ୍ୱର । ସରକାର ମଧ୍ୟ ଆତିଥେୟତାରେ ଯେପରି କୌଣସି ହେଳା ନହୁଏ ସେ ନେଇ ଯତ୍ନବାନ ଅଛନ୍ତି । ରାସ୍ତାକଡର ସୌନ୍ଦର୍ଯ୍ୟ , କାନ୍ଥବାଡରେ ଓଡିଶାର ପାରମ୍ପାରିକ ଚିତ୍ରର ଗାଥା ଦେଖିବାକୁ ମିଳିଲାଣି । ତେବେ ରାଜଧାନୀର ପରିମଳ ବ୍ୟବସ୍ଥା , ଆନୁସଙ୍ଗିକ ପ୍ରସ୍ତୁତି ଆଦି ସଂପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଏୟାରପୋର୍ଟ ଛକରୁ ଆରମ୍ଭ କରି ନନ୍ଦନକାନ ପର୍ଯ୍ୟନ୍ତ ପ୍ରମୁଖ ରାସ୍ତା ଓ ସଂଲଗ୍ନ ଅଂଚଳର ପରିମଳ ବ୍ୟବସ୍ଥା ,…

Read More