Author: TRUPTIMAYEE SAHOO

ତୃତୀୟ ଦିନରେ ସମ୍ମାନିତ କରିବେ ରାଷ୍ଟ୍ରପତି ୨୪ ଦେଶର ପ୍ରତିନିଧି ପାଇବେ ଏହି ସମ୍ମାନ    ଆସନ୍ତାକାଲି ୮ ତାରିଖରେ ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାରେ ପାଳନ କରାଯାଉଛି । ଏହାର ତୃତୀୟ ଦିନ ‘ପ୍ରବାସୀ ଭାରତୀୟ ସମ୍ମାନ’ ପ୍ରଦାନ କରାଯିବ । ଚଳିତ ଥର ୨୪ ଟି ଦେଶର ୨୭ ଜଣ ପ୍ରବାସୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ସେମାନଙ୍କୁ ସମ୍ମାନିତ କରିବେ । ଭାରତର ଉପରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରି କମିଟି ଏହି ତାଲିକା ଚୂଡ଼ାନ୍ତ କରିଛନ୍ତି । ଭାରତ ବାହାରେ ରହୁଥିବା ଏହି ପ୍ରବାସୀ ବ୍ୟକ୍ତି ବିଷଶ ଏବଂ ସଂସ୍ଥାଗୁଡ଼ିକୁ ଭାରତର ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯାଉଛି । ଏହି ସମ୍ମାନଜନକ ସ୍ୱୀକୃତି ସେମାନଙ୍କ ସଫଳତାକୁ ପାଳନ କରିଥିବା ବେଳେ ଦେଶ-ଦେଶ…

Read More