Author: TRUPTIMAYEE SAHOO

ଶ୍ରୀମୟୀ ମିଶ୍ର । ୨୦୨୪ ବେଳକୁ ଶ୍ରୀମୟୀଙ୍କ ଗ୍ରାଫ୍ ବିଜେଡିରେ ଜୋରଦାର ଭାବେ ବଢୁଥିଲା । ୨୦୨୪ ନିର୍ବାଚନ ଘୋଷଣା ପୂର୍ବରୁ ଦଳ ପକ୍ଷରୁ ସେ ଥିଲେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅଘୋଷିତ ପ୍ରାର୍ଥୀ । ଶ୍ରୀମୟୀ ଭୁବନେଶ୍ୱର ତଳି ଗ୍ରାମ ପଂଚାୟତ ଗୁଡ଼ିକୁ ତୋଫାନୀ ଗସ୍ତ କରୁଥିଲେ । ଏଥିରେ ମିଶନ ଶକ୍ତିର ମା’ମାନେ ତାଙ୍କୁ ସାହାଯ୍ୟ କରୁଥିଲେ । ସାହାଯ୍ୟ କରିବାକୁ ଉପରୁ ନିର୍ଦ୍ଦେଶ ଥିଲା । ଶ୍ରୀମୟୀ ଯେଉଁଠାକୁ ଯାଉଥିଲେ,ସେଠାରେ ମିଶନ ଶକ୍ତିର କର୍ମୀ ତାଙ୍କୁ ଏମିତି ସ୍ୱାଗତ କରୁଥିଲେ ସତେ ଯେମିତି ସେ ସିଟିଂ ଏମପି । ଶ୍ରୀମୟୀ, ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଥିଲେ । ମୈଦାନକୁ ପୂର୍ଣ୍ଣରୁପେ ଓହ୍ଲାଇବା ଆଗରୁ କ୍ଷେତ୍ର ପ୍ରସ୍ତୁତ କରୁଥିଲେ ଶ୍ରୀମୟୀ । ପଶ୍ଚିମ ଓଡ଼ିଶାରୁ ଆସୁଥିବା ଶ୍ରମୀୟୀଙ୍କୁ ଲାଗୁଥିଲା ସେ ଏଥର ଅପରାଜିତାଙ୍କୁ ଚେକମେଟ୍ କରିପାରିବେ । କିନ୍ତୁ… ଠିକ୍ ସମୟରେ ଶ୍ରୀମୟୀଙ୍କ…

Read More