Author: TRUPTIMAYEE SAHOO

ବର୍ତ୍ତମାନର ତୀବ୍ର ଓ ବ୍ୟସ୍ତ ଜୀବନଶୈଳୀରେ ଅଧିକାଂଶ ଲୋକ ନିଜ ଚେହେରା ଓ କେଶକୁ ନେଇ ବେଶୀ ସଚେତନ ହୋଇପଡ଼ିଛନ୍ତି । ବିଶେଷକରି ଯୁବତୀ ଓ ମହିଳାମାନେ ନିଜ ସୁନ୍ଦରତାକୁ ଅତୁଟ ରଖିବା ପାଇଁ ବହୁ ଟଙ୍କା ଖର୍ଚ୍ଚ କରି ସୌନ୍ଦର୍ଯ୍ୟ ପାର୍ଲର୍, କସ୍ମେଟିକ୍ସ ଓ ବିଭିନ୍ନ ଫେସ୍ ପ୍ୟାକ୍‌ର ଆଶ୍ରୟ ନେଉଛନ୍ତି । କିନ୍ତୁ ବାସ୍ତବତା ହେଉଛି—ସୁନ୍ଦର ଦିଶିବା ପାଇଁ ସବୁବେଳେ ଅଧିକ ଖର୍ଚ୍ଚ ଦରକାର ହୁଏ ନାହିଁ। ଆଜିକାଲି ଟ୍ୟାନିଂ, ପିଗମେଣ୍ଟେସନ୍, ବ୍ରଣ, କେଶଝଡ଼ା, ପତଳା କେଶ ଓ ସମୟ ପୂର୍ବରୁ ଧଳା ପଡ଼ିବା ଭଳି ସମସ୍ୟା ଅଧିକାଂଶ ଲୋକଙ୍କୁ ପୀଡ଼ିତ କରୁଛି । ପ୍ରଦୂଷଣ, ଧୂଳି,  ଅସମତୁଳିତ ଖାଦ୍ୟ ଓ ଅନିୟମିତ ଜୀବନଶୈଳୀ ଏହାର ମୂଳ କାରଣ। ଏପରି ସ୍ଥିତିରେ ଘରୋଇ ଉପଚାର ଏକ ସହଜ, ସୁରକ୍ଷିତ ଓ କମ୍ ଖର୍ଚ୍ଚର ସମାଧାନ ହୋଇପାରେ । ସୁନ୍ଦର ତ୍ୱଚା ପାଇଁ ସବୁଠାରୁ ପ୍ରଥମ ଓ ଜରୁରୀ ଉପାୟ…

Read More