Author: TRUPTIMAYEE SAHOO

ଭାରତ ଏବେ ନିଜର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଏମିତି ଏକ ବଡ଼ ପଦକ୍ଷେପ ନେଇଛି, ଯାହା ଶୁଣିଲେ ଆପଣ ମଧ୍ୟ ଭାରତୀୟ ସେନା ଓ ଆମର ସୀମା ସୁରକ୍ଷା ବାହିନୀକୁ ସଲାମ୍ କରିବେ। ବର୍ତ୍ତମାନ ଭାରତ ଏବଂ ବାଂଲାଦେଶ ସୀମାରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ପଶ୍ଚିମବଙ୍ଗର କୁଚବିହାର ଠାରୁ ଆରମ୍ଭ କରି ଆସାମ ଏବଂ ତ୍ରିପୁରା ସୀମା ପର୍ଯ୍ୟନ୍ତ ଭାରତୀୟ ସୀମା ସୁରକ୍ଷା ବାହିନୀ ଅର୍ଥାତ୍ BSF ଏବଂ ବାଂଲାଦେଶର ବର୍ଡର ଗାର୍ଡସ ଅର୍ଥାତ୍ BGB ମଧ୍ୟରେ ସିଧାସଳଖ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ଏମିତି ହୋଇଛି ଯେ ଦୁଇ ଦେଶର ସେନା ମଧ୍ୟରେ ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ଝଡ଼ପ ହୋଇପାରେ। କିନ୍ତୁ ପ୍ରଶ୍ନ ଉଠୁଛି, ହଠାତ୍ ସୀମାରେ ଏତେ ଟେନସନ କାହିଁକି ବଢ଼ିଲା? ବାସ୍ତବରେ ଭାରତ ସରକାରଙ୍କ କଡ଼ା ନିର୍ଦ୍ଦେଶ କ୍ରମେ ବିଏସଏଫ୍ ଏବେ ଭାରତୀୟ ମାଟିରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ…

Read More