Author: TRUPTIMAYEE SAHOO

ଓଡ଼ିଶାରେ ଗୋଟିଏ ବହୁତ ପୁରୁଣା ଆଉ ପ୍ରସିଦ୍ଧ ଢଗ ଅଛି। ଯଦି କିଏ କାହାକୁ ସାଧାରଣ କଥାରେ ଟିକେ ନୀଚା ଦେଖାଇବାକୁ ଚାହେଁ, କିମ୍ବା କାହାର ଅହଂକାର ଭାଙ୍ଗିବାକୁ ଚାହେଁ, ତେବେ ସିଧାସଳଖ ପଚାରିଦିଏ – “ତୁ କ’ଣ ଗଭର୍ଣ୍ଣରର ପୁଅ କି?” ତେବେ ଏ ହେଉଛନ୍ତି ଏମିତି ଜଣେ ପ୍ରକୃତ ‘ଗଭର୍ଣ୍ଣରଙ୍କ ପୁଅ’ଙ୍କ ବିଷୟରେ କଥା ହେବା, ଯିଏ କାଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଦିନବେଳେ ସ୍ୱପ୍ନ ଦେଖୁଛନ୍ତି! ରାଜନୈତିକ କରିଡରରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ, ସେ ମୁଙ୍ଗେରିଲାଲ୍‌ଙ୍କ ଭଳି ହସି ହସି ମୁଖ୍ୟମନ୍ତ୍ରୀ ଚେୟାର୍‌ରେ ବସିବାକୁ ଗୋଟି ଚାଳନା କରୁଛନ୍ତି। ଆମେ କହୁଛୁ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ପୂର୍ବତନ ଗଭର୍ଣ୍ଣର ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ତଥା ରାଜ୍ୟର ବର୍ତ୍ତମାନର ଅବକାରୀ, ଆଇନ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କଥା। ବିଜେପି ସରକାର ଗଠନ ହେବା ଦିନଠାରୁ ତାଙ୍କ ମନରେ ମୁଖ୍ୟମନ୍ତ୍ରୀ ହେବାର ଯେଉଁ…

Read More