Author: TRUPTIMAYEE SAHOO

ମାର୍ଚ୍ଚ ମାସର ଆରମ୍ଭରୁ ବଢ଼ିଲାଣି ତାତି | ଝାଞ୍ଜି , ଖରାରେ ଫୁଟିଲାଣି ଓଡ଼ିଶା | ପ୍ରଥମ ଉଷ୍ମ ଜିଲ୍ଲାରେ ନିଜ ନାଁ ଲେଖିଛି ଝାରସୁଗୁଡ଼ା |weather forecast today ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ଆଗକୁ ପ୍ରବଳ ଗରମ ଜାରି ରହିବାର ସମ୍ଭାବନା ଥିଲେ ମଧ୍ୟ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ରାଜ୍ୟ ସାରାର ତାପମାତ୍ରାରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଶା କରାଯାଉନାହିଁ। ରାଜ୍ୟ ସାରା ତାପମାତ୍ରା ଧାରା ମାର୍ଚ୍ଚ ମାସ ଆରମ୍ଭରୁ ଦିନର ତାପମାତ୍ରା ବୃଦ୍ଧି ରାଜ୍ୟର ଅଧିକ ଗରମ ରେକର୍ଡ ସ୍ଥାନ ଗୁଡିକ ପାଇଁ ଚିନ୍ତା ବଢେଇଛି | ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଧୀରେ ଧୀରେ ଏହା ବଢିବାକୁ ଲାଗିଥିବା ସୂଚିତ କରିଛି ପାଣିପାଗ ବିଭାଗ | ଆଗାମୀ ଦିନ ମାନଙ୍କରେ ସାମଗ୍ରିକ ତାପମାତ୍ରା ପ୍ରାୟତଃ ସ୍ଥିର ରହିବ ବୋଲି…

Read More