Author: TRUPTIMAYEE SAHOO

ହର୍ମୁଜ୍ ସଙ୍କଟ ମଧ୍ୟରେ ନିଜ ସୁରକ୍ଷା ପାଇଁ କୁଟ ପାଞ୍ଚୁଛି ପାକିସ୍ତାନ | ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ବନ୍ଦ କରୁଛି ଶିକ୍ଷାସ୍ଥଳ | କରୁଛି ଅନଲାଇନ୍ କ୍ଲାସ ପାଇଁ ରିମୋଟ୍ କାମ | ତେବେ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଦେଶରେ ସୃଷ୍ଟି ହୋଇଛି ଗମ୍ଭୀର ଶକ୍ତି ସଙ୍କଟ | ଯାହାକୁ ନେଇ ସଂଘର୍ଷ କରୁଥିବା ପାକିସ୍ତାନ ଏଣିକି ଲାଗୁକରିଛି କୋଭିଡ୍-ଯୁଗର ପଦକ୍ଷେପ | ଯେପରିକି ବାଧ୍ୟତାମୂଳକ ଘରୁ ଅତି ଜରୁରୀ କାମରେ ବାହାରିବା ଏପରିକି ଛାତ୍ରଙ୍କ ପାଇଁ ଅନଲାଇନ୍ କ୍ଲାସ ପୁଣି ଅନିର୍ବାଯ୍ୟ କରିବାକୁ କରୁଛି ବିଚାର | ତେହେରାନ ବିରୁଦ୍ଧରେ ଚାଲିଥିବା ଆମେରିକା-ଇସ୍ରାଏଲ୍ ର ସାମରିକ ଅଭିଯାନ ମଧ୍ୟରେ ଇରାନ ଲାଗିଛି ପ୍ରମୁଖ ଜାହାଜ ଚଳାଚଳ ମାର୍ଗରେ କଟକଣା | ଯାହା ପରେ ସାମୁଦ୍ରିକ ଯାତାୟାତରେ ବନ୍ଦ ହୋଇଛି ଅନେଇ ବିଶେଷ ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆମଦାନୀ ଉପରବି ପଡିଛି ପ୍ରଭାବ | ତେଣୁ…

Read More