Author: TRUPTIMAYEE SAHOO

ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ର ଶେଷ ଲଢେଇ | ଏଥର ପୁଣି ଫାଇନାଲ୍ ରେ ଟ୍ରଫିପାଇଁ ଭିଡ଼ାଭିଡ଼ି ଭାରତ ଓ ନ୍ୟୁଜିଲାଣ୍ଡ | ICC T20 ବିଶ୍ୱକପ୍ 2026ର ଫାଇନାଲ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଟାଇଟଲ୍ ମ୍ୟାଚ୍ ପୂର୍ବରୁ , କେତେଥର ହୋଇଛନ୍ତି ମୁହାଁମୁହିଁ ? କଣ ରହିଛି ପୁରୁଣା ରେକର୍ଡ? ଆସନ୍ତୁ ଜାଣିବା … ମାର୍ଚ୍ଚ 5ରେ , ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି T20 ବିଶ୍ୱକପ୍ 2026 ର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଥିଲା ଭାରତ । ସେପଟେ ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି ନ୍ୟୁଜିଲ୍ୟାଣ୍ଡ । ଏବେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ T20 ବିଶ୍ୱକପ୍ 2026 ର ଫାଇନାଲ ମ୍ୟାଚ୍ | ମାର୍ଚ୍ଚ 8 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି…

Read More