Author: TRUPTIMAYEE SAHOO

ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକରୁ ବ୍ୟାପକ ପରିମାଣର ସରକାରୀ ପାଣ୍ଠି ଅପବ୍ୟବହାର ହୋଇଥିବା ଅଭିଯୋଗ ଆସିଛି | ଯେଉଁଠାରେ ସରକାରୀ ଯୋଜନା ଅଧୀନରେ ପୋଖରୀ ଖନନ ଏବଂ ବିକାଶ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ଟଙ୍କା ସବୁକୁ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ ବିକାଶମୂଳକ କାର୍ଯ୍ୟକଳାପ ନାମରେ ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଥିଲା , ଯାହା ସରକାରୀ ରେକର୍ଡରେ ରିପୋର୍ଟ ହୋଇଥିଲା କିନ୍ତୁ ଫଳ ଶୂନ | ତେଣେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ ଯୋଜନାର ନାମ “ଜି ରାମ୍ ଜି” ରଖିବା ଉପରେ ମଧ୍ୟ ପଡ଼ିଛି ନଜର । ଏହି ଯୋଜନାର ନାମ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଥିବାବେଳେ, ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ କାର୍ଯ୍ୟକ୍ରମ ଅଧୀନରେ ଅନିୟମିତତା ଏବଂ ପାଣ୍ଠିର ଅପବ୍ୟବହାର ଜାରି ରହିଛି। ବହୁବାର ଟଙ୍କା ଉଠାଣ ଅଭିଯୋଗ ଗ୍ରାମବାସୀଙ୍କ ଅନୁଯାୟୀ, ଘନରେଇ ପଞ୍ଚାୟତ…

Read More