Author: TRUPTIMAYEE SAHOO

ନିରନ୍ତର ବଢ଼ିଚାଲିଛି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ମାନଙ୍କ ମଧ୍ୟରେ ସଂଘର୍ଷ ସ୍ଥିତି | ଏନେଇ ପଶ୍ଚିମ ଏସିଆ ଉତ୍ତେଜନାରେ ଆଇନର ଶାସନ, ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ | ଶ୍ରୀଲଙ୍କାର ଉପକୂଳରେ ଆମେରିକା ଏକ ଇରାନୀ ଯୁଦ୍ଧଜାହାଜକୁ ଆକ୍ରମଣ କରି ନଷ୍ଟ କରିବାର ଗୋଟିଏ ଦିନ ପରେ ବସିଥିଲା ଅନ୍ୟ ଦେଶର ମୁଖ୍ୟଙ୍କ ବୈଠକ | ଯେଉଁଠୁ ଆସିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ କିଛି ଏପରି ମନ୍ତବ୍ୟ , “ଭାରତ ଏବଂ ଫିନଲ୍ୟାଣ୍ଡ ଉଭୟ ଆଇନର ଶାସନ, ଆଲୋଚନା ଏବଂ କୂଟନୀତିରେ ବିଶ୍ୱାସ କରନ୍ତି। ଆମେ ସହମତ ଯେ କେବଳ ସାମରିକ ସଂଘର୍ଷ ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ୟୁକ୍ରେନ ହେଉ କିମ୍ବା ପଶ୍ଚିମ ଏସିଆ, ଆମେ ସଂଘର୍ଷର ଶୀଘ୍ର ସମାପ୍ତି ଏବଂ ଶାନ୍ତି ପାଇଁ ପ୍ରତ୍ୟେକ ପ୍ରୟାସକୁ ସମର୍ଥନ କରିବୁ,”। ସେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ସହମତ ଯେ “ବଢୁଥିବା…

Read More