Author: TRUPTIMAYEE SAHOO

ଅଟକିଲା ରଣବୀର ସିଂହଙ୍କ “ଧୁରନ୍ଧର 2” ଟ୍ରେଲର , ରିଲିଜ୍ ର ନୂଆ ତାରିଖ ଜାଣିବା ପରେ ଦର୍ଶକ କହିଲେ, “ତୁମେ ଆମକୁ ପୁଣି ଠକିବ” | ହଁ ଆଜ୍ଞା ଆମେ କହୁଛୁ ରଣବୀର ସିଂହ, ଅର୍ଜୁନ ରାମପାଲ, ଆର. ମାଧବନ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ “ଧୁରନ୍ଧର” ଚଳଚ୍ଚିତ୍ରର ପାର୍ଟ 2 “ଧୁରନ୍ଧର : ଦି ରିଭେଞ୍ଜ” ବିଷୟରେ | ଯାହା ରିଲିଜ୍ ହେବାକୁ ଆଉ କିଛି ଦିନ ବାକି ଅଛି । କିନ୍ତୁ ଏହା ପୂର୍ବରୁ, ପ୍ରଶଂସକମାନେ ଟ୍ରେଲର ଦେଖିବାକୁ ବେଶୀ ଉତ୍ସାହିତ ଅଛନ୍ତି। ସିନେମାର ପ୍ରଥମ ଭାଗ ଦର୍ଶକଙ୍କ ଉପରେ ଏପରି ଯାଦୁ ପକାଇଛି ଯେ ସେମାନେ ଏହାର ପର ସିକ୍ୱେଲ୍ ପାଇଁ ଦିନ ଗଣୁଛନ୍ତି। ଟିଜର ଦେଖି ନିରାଶ ହୋଇଥିଲେ ସିନେପ୍ରେମୀ , କିନ୍ତୁ ସେମାନେ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଟ୍ରେଲରକୁ । ଏହା ମୂଳତଃ ହୋଲିରେ ରିଲିଜ୍ ହେବାର ଯୋଜନା ଥିଲେ ହେଁ…

Read More