Author: TRUPTIMAYEE SAHOO

ରାତିରେ ନିଦ ହେଉନାହିଁ କି ? ଯୋଗଗୁରୁ କରିପାରିବେ ଆପଣଙ୍କୁ ଶାନ୍ତିରେ ଶୋଇବାରେ ସାହାଯ୍ୟ | ଏହି 7ପ୍ରକାର ଯୋଗାସନ କରି ହୋଇପାରିବେ ଅନେକ ପ୍ରକାର ରୋଗରୁ ମୁକ୍ତ | ଆସନ୍ତୁ ବିସ୍ତାରରେ ଜାଣିବା କିପରି କରିବେ ଏହି ପ୍ରାଣାୟାମ ସବୁ ଓ କ’ଣ ରହିଛି ଏହାର ଫାଇଦା | ଯଦି ଆପଣ ରାତିରେ ଭଲ ନିଦ ପାଆନ୍ତି ନାହିଁ, ତେବେ ଆପଣ ଦିନସାରା ଆପଣଙ୍କ ଶରୀରରେ ଭାରୀ ଅନୁଭବ କରନ୍ତି। କେବଳ ଏତିକି ନୁହେଁ, ଆପଣଙ୍କ ଚିନ୍ତା କରିବାର କ୍ଷମତା ମଧ୍ୟ ସ୍ପଷ୍ଟ ଭାବରେ ପ୍ରଭାବିତ ହୁଏ । ଯୋଗ ନିଦ୍ରା ଆସନ, ଶବାସନ, ସେତୁବନ୍ଧାନ, ଉତ୍ଥିତା ବାଲାସନ, ଭ୍ରାମରୀ, ଓମ୍ ନାଦ ପ୍ରାଣାୟମ ଏବଂ ବାୟୁ ଧ୍ୟାନ ଭଳି ଯୋଗ ଆସନ ଆପଣଙ୍କୁ ଭଲ ଏବଂ ଗଭୀର ନିଦ ପାଇବାରେ ସାହାଯ୍ୟ କରିପାରିବ ନେଇ କୁହନ୍ତି ବିଶେଷଜ୍ଞ | ନିଦ କେବଳ ଶରୀର ପାଇଁ ବିଶ୍ରାମର ଏକ ମାଧ୍ୟମ…

Read More