Author: TRUPTIMAYEE SAHOO

ଦୁବାଇରେ ରିହାତିରେ ବିକ୍ରି ହେଉଛି ସୁନା | ତେଣେ ଇରାନ ଯୁଦ୍ଧର ପ୍ରଭାବ ଏବଂ ଭାରତ ସହିତ ଚାଲିଛି ବ୍ୟାପାର ସଂଯୋଗ। ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଛି ଉତ୍ତେଜନା । ଆକାଶମାର୍ଗରେ ଅନେକ ରୁଟରେ ବିମାନ ଚଳାଚଳ ବନ୍ଦ ହେବାପରେ ଏବେ ଦୁବାଇରେ ଆଶାଠୁ ଅଧିକ ରିହାତି ହୋଇଛି ସୁନା | ଭାରତ ସୁନାର ସବୁଠାରୁ ବଡ଼ କ୍ରେତାମାନଙ୍କ ମଧ୍ୟରୁ ଅନ୍ୟତମ । ତଥାପି, ବିଶେଷଜ୍ଞମାନେ କହିଛନ୍ତି ଯେ ଦେଶରେ ବର୍ତ୍ତମାନ କୌଣସି ଅଭାବ ନାହିଁ । କିନ୍ତୁ ଯଦି ଯୁଦ୍ଧ ଆହୁରି ଲମ୍ବା ଚାଲିବ ତେବେ ସମସ୍ୟା ଆହୁରି ବଢ଼ିପାରେ। ତେବେ ଦୁବାଇକୁ ବିମାନ ଉଡ଼ାଣ ବନ୍ଦ ହେବା ପରେ , ମୁହଁ ମାଡି ପଡିଛି ଦୁବାଇ ସୁନା ମାର୍କେଟ | ଯୁଧ୍ୟ ପାଇଁ ମୁଖ୍ୟ ବାଣିଜ୍ୟ କେନ୍ଦ୍ରରୁ ସୁନା ଏବଂ ରୂପା ପରିବହନ କରିବାର ଯୋଗାଣକାରୀଙ୍କ କ୍ଷମତାକୁ କମିବା ସହ ଅନେକ ପରିବହନକୁ ବାଧା ଦେଇଛି । ଅନେକ ନୂତନ…

Read More