Author: TRUPTIMAYEE SAHOO

ଚାଲିଛି କାର୍ଯ୍ୟଦକ୍ଷତା ଉପରେ ସମୀକ୍ଷା | ଏଯାବତ୍ କାମରୁ ବାହାରିଲେଣି ୪୦୦ରୁ ୫୦୦ କର୍ମଚାରୀ | ସେପଟେ ଆମାଜନ କମ୍ପାନୀ ମଧ୍ୟ ହ୍ରାସ କଲା ରୋବୋଟିକ୍ସ ଚାକିରି | ତେବେ କଥା କିଛି ଏପରି ୱାଲମାର୍ଟ ମାଲିକାନାରେ ଥିବା ଇ-କମର୍ସ କମ୍ପାନୀ ମାନେ ପ୍ରାୟ ୨୦,୦୦୦କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ୩-୪ ପ୍ରତିଶତ କର୍ମଚାରୀଙ୍କ ଚାକିରି କମ୍ କରାଯାଇଛି | ଯେଉଁଥିରେ ଫ୍ଲିପକାର୍ଟ ନିଜ ଚଳିତ ବର୍ଷର ବାର୍ଷିକ କାର୍ଯ୍ୟଦକ୍ଷତା ସମୀକ୍ଷାରେ ଛଟେଇ କରିଛି ଶହଶହ କର୍ମଚାରୀଙ୍କୁ | ଫ୍ଲିପକାର୍ଟର ଶତାଧିକ ଚଟେଇ ନିୟମିତ କାର୍ଯ୍ୟଦକ୍ଷତା ପରିଚାଳନାର ଅଂଶ ଭାବରେ ପ୍ରତିବର୍ଷ କର୍ମଚାରୀଙ୍କଠୁ ଏହାର ପରୀକ୍ଷା ନେବା ଓ ୧-୨% କର୍ମଚାରୀଙ୍କୁ ଚଟେଇ କରିବା ଫ୍ଲିପକାର୍ଟର କାମ ପାଇଁ ଉପଡେଟ ଅଟେ | କିନ୍ତୁ ସବୁ ବର୍ଷ ଅପେକ୍ଷା ଚଳିତ ବର୍ଷ ସାଧାରଣରେ ଏହି ପ୍ରସ୍ଥାନ ଅଧିକ ଥିବା ଦେଖିବାକୁ ମିଳିଛି । ସୂତ୍ର ଅନୁଯାୟୀ ଚଳିତ ବର୍ଷ କାର୍ଯ୍ୟଦକ୍ଷତା ଉନ୍ନତି ଯୋଜନାରେ…

Read More