Author: TRUPTIMAYEE SAHOO

ଓଡ଼ିଶାରେ ପଶିଲା ସମରର ତାତି | ଦରଦାମ ବଢିବା ଆଶଙ୍କାରେ ଛାନିଆ ରାଜ୍ୟବାସୀ | ଶନିବାରଠୁ ବଢିଛି LPG ଦର | ତେଣେ ଗ୍ୟାସ ପରେ ଏବେ ପେଟ୍ରୋଲ ଓ ଡ଼ିଜେଲର ଦ୍ୱାରା ବଢିବା ଆଶଙ୍କା ଘୁରାଇଛି ଖାଉଟି ମୁଣ୍ଡ | ଇସ୍ରାଏଲ-ଇରାନ ଯୁଦ୍ଧ ଓଡିଶାକୁ ପ୍ରଭାବିତ କରିଛି ! ମୂଲ୍ୟ ବୃଦ୍ଧି ଗୁଜବ ମଧ୍ୟରେ ରାଜ୍ୟର ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ଲମ୍ବା ଧାଡ଼ି | ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ଦେଶରେ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ମଧ୍ୟରେ ଓଡ଼ିଶାର ମାଲକାନଗିରିର ଅନେକ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଇନ୍ଧନ ମୂଲ୍ୟରେ ତୀବ୍ର ବୃଦ୍ଧି ହେବାର ଆଶଙ୍କାରେ ଲୋକମାନେ ନିଜନିଜ ଗାଡ଼ି ଟାଙ୍କି ଭରିବାରେ ଲାଗିପଡିଛନ୍ତି | ଯାହାଫଳରେ ଜିଲ୍ଲା ସାରା ଇନ୍ଧନ ଷ୍ଟେସନଗୁଡ଼ିକରେ ଲାଗିଛି ଲମ୍ବା ଧାଡ଼ି | ଶୁକ୍ରବାର ରାତିରୁ ଭିଡ଼…

Read More