Author: TRUPTIMAYEE SAHOO

ମହିଳା ଦିବସର ଯାକଜମକ କେତେ ହେବା ଆବଶ୍ୟକ ? କିପରି ହେବା ଆବଶ୍ୟକ ? କେତେ ସମୟ ଯାଏଁ ରହିବ ଆବଶ୍ୟକ ? ସେ ନେଇ ଆମେ କେବେ ଚିନ୍ତା କରିଛେ ! କଣ ପାଇଁ ଏଇ ଉତ୍ସବ ? କଣ ଏଥିରେ ସତରେ ମହିଳା ମାନେ ଖୁସି ! ମହିଳାଙ୍କର କେଉଁ ତ୍ୟାଗକୁ ମନେପକାଇବା ଆଉ କାହାକୁ ଛାଡ଼ିଦେବା ଏଥିରେ ବଡ ଦ୍ଵନ୍ଦ ରହିଥାଏ | ତେବେ ଆସନ୍ତୁ ଜାଣିବା ଜଣେ ପୁରୁଷ ହାସ୍ୟକାରଙ୍କ ନିଜ ଅଙ୍ଗେନିଭେଇଥିବା ମହିଳା ଦିବସ ଉତ୍ସବର ଅଭିଜ୍ଞତାକୁ | ସନ୍ଦେଶ ନାମରେ ହାଇଦ୍ରାବାଦ ସହରର ଜଣେ ପୁରୁଣା ହାସ୍ୟ କଳାକାର | ସେ ନିଜର କିଛି ଅଭୂଲା ସ୍ମୃତି କୁ ନେଇ ମହିଳା ଦିବସରେ କିଛି ସତକଥାକୁ ବ୍ୟଙ୍ଗ ଭାବେ ପ୍ରକଶ କରିବାକୁ ଚେଷ୍ଟା କରିଥିବା କହିଛନ୍ତି | ସନ୍ଦେଶ କହିଛନ୍ତି :- ଆସନ୍ତାକାଲି ମହିଳା ଦିବସ। ଏହାର ଅର୍ଥ ହେଉଛି ସାରା ଦେଶର…

Read More