Author: TRUPTIMAYEE SAHOO

ଲଗାତାର ଯୁଧ୍ୟ ପାଇଁ ବଢୁଛି ରାଷ୍ଟ୍ର ମାନଙ୍କରେ ଜରୁରୀ ସାମଗ୍ରୀର ପରିବହନ ଅସୁବିଧା | ଏହା ମଧ୍ୟରେ ଜଳପଥ ଓ ଆକାଶମାର୍ଗ ବାନ୍ଧି ହୋଇଛି ପରିବହନ ବିଭାଗର ହାତ | ସେ ପାଇଁ ଦୁବାଇରେ ସୁନା ରିହାତି ରେ ମିଳିବା ଆରମ୍ଭ ହେବା ପରେ ଭାରତରେ ଧୀରେଧୀରେ ମାହାଙ୍ଗା ହେବାକୁ ଲାଗିଲାଣି ଇନ୍ଧନ ଗ୍ୟାସ | ତେବେ ଏଭଳି ପରିସ୍ଥିତିରେ ଆମେରିକା ଆଡୁ ଭାରତକୁ ମିଳିଛି ସାମାନ୍ୟ ଆଶ୍ୱସ୍ତି | ଭାରତର ଇନ୍ଧନ ପାଇଁ ଅପିଲ ପରେ ରୁଷୀୟ ତେଲ ଗ୍ରହଣ କରିବାକୁ ଆମେରିକା ‘ଅନୁମତି’ ଦେଇଥିବା କହିଛନ୍ତି ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ | ସେ କହିଛନ୍ତି ; ତେଲ ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିବା ପାଇଁ ଆମେ କ୍ଷଣସ୍ଥାୟୀ ପଦକ୍ଷେପ ସବୁକୁ କାର୍ଯ୍ୟକାରୀ କରିଛୁ । ଆମେ ଭାରତରେ ଆମର ବନ୍ଧୁମାନଙ୍କୁ ଜାହାଜରେ ପୂର୍ବରୁ ମହଜୁଦ୍ ଥିବା ତେଲ ନେବାକୁ ଅନୁମତି ଦେଉଛୁ | ପଶ୍ଚିମ…

Read More