Author: Purva Paksha

AI-based surveillance in Puri: ଯେଉଁ ଅଞ୍ଚଳରେ ଚେହେରା ଚିହ୍ନଟ ଓ ନମ୍ବର ପ୍ଲେଟ୍ ରିଡିଂ ଟେକ୍ନୋଲୋଜି ଥିବା ସିସିଟିଭି କ୍ୟାମେରା ଲଗାଯିବ ତାହା ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ ହୋଇଛି। ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର ରଖିବା ଏବଂ ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ପାଇଁ ଓଡ଼ିଶା ପୁଲିସ ସହର ଓ ୩୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ସିସିଟିଭି ସିଷ୍ଟମ ଲଗାଇବାକୁ ଯୋଜନା କରିଛି। ଯେଉଁ ଅଞ୍ଚଳରେ ଚେହେରା ଚିହ୍ନଟ ଓ ନମ୍ବର ପ୍ଲେଟ୍ ରିଡିଂ ଟେକ୍ନୋଲୋଜି ଥିବା ସିସିଟିଭି କ୍ୟାମେରା ଲଗାଯିବ ତାହା ଚିହ୍ନଟ କରିବା ପାଇଁ ସର୍ଭେ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ ମସିହାରେ ସାମୁଦ୍ରିକ ଝଡ଼ ଫନି ଯୋଗୁଁ ପୁରୀର ଅଧିକାଂଶ ସିସିଟିଭି କ୍ୟାମେରା କ୍ଷତିଗ୍ରସ୍ତ ହୋଇଥିଲା। ଯଦିଓ ଏହି ତୀର୍ଥ ନଗରୀରେ ବର୍ଷସାରା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳେ, ତଥାପି…

Read More