Author: Purva Paksha

Road accident: ତ୍ରୁଟିପୂର୍ଣ୍ଣ ସଡ଼କ ନିର୍ମାଣ, ଟ୍ରାଫିକ୍‍ ଛକଗୁଡ଼ିକରେ ନିୟନ୍ତ୍ରଣର ଅଭାବ, ଚାଳକଙ୍କ ଦ୍ୱାରା ଟ୍ରାଫିକ୍‍ ଓ ମୋଟରଯାନ ଆଇନର ଉଲ୍ଲଂଘନ, ବେପରୁଆ ଗାଡ଼ି ଚାଳନା ଏବଂ ସର୍ବୋପରି ନିଶା ଓ ସ୍ମାର୍ଟଫୋନ୍‍ର ବହୁଳ ବ୍ୟବହାର ଯୋଗୁ ସଡ଼କ ଦୁର୍ଘଟଣା ଜନିତ କ୍ଷୟକ୍ଷତି ବଢ଼ୁଥିବା କୁହାଯାଉଛି। ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ହାର କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି। ଗତ ୩ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରାୟ ୧୭ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ପାଖାପାଖି ୭୦ ହଜାର ଲୋକ ଆହତ ହୋଇଛନ୍ତି। ତ୍ରୁଟିପୂର୍ଣ୍ଣ ସଡ଼କ ନିର୍ମାଣ, ଟ୍ରାଫିକ୍‍ ଛକଗୁଡ଼ିକରେ ନିୟନ୍ତ୍ରଣର ଅଭାବ, ଚାଳକଙ୍କ ଦ୍ୱାରା ଟ୍ରାଫିକ୍‍ ଓ ମୋଟରଯାନ ଆଇନ୍‍ର ଉଲ୍ଲଂଘନ, ବେପରୁଆ ଗାଡ଼ି ଚାଳନା ଏବଂ ସର୍ବୋପରି ନିଶା ଓ ସ୍ମାର୍ଟଫୋନ୍‍ର ବହୁଳ ବ୍ୟବହାର ଯୋଗୁ ସଡ଼କ ଦୁର୍ଘଟଣା ଜନିତ କ୍ଷୟକ୍ଷତି ବଢ଼ୁଥିବା କୁହାଯାଉଛି। ଏହି ସମସ୍ୟାର ନିରାକରଣ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା…

Read More