Author: Samir Rout

second-fastest fifty by an Indian: ଆଜି ରିଷଭ ପନ୍ତ ଟି-ଟ୍ୱେଣ୍ଟି ଭଳି ବିଧ୍ୱଂସକ ବ୍ୟାଟିଂ କରି ମାତ୍ର ୩୩ଟି ବଲ୍‍ରୁ ୬୧ ରନ୍ କରି ଆଉଟ ହୋଇଥିଲେ। ଏହି ଇନିଂସରେ ସେ ୬ଟି ଚୌକା ଓ ୪ଟି ବିଶାଳ ଛକା ମାରିଥିଲେ। ତାଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା।  ୩୩ଟି ବଲ୍‍ରେ ୩୧ ରନ୍ କରି ଆଉଟ ହେଲେ ପନ୍ତ ଇନିଂସରେ ମାରିଲେ ୬ଚୌକା ଓ ୪ଛକା ଚଳିତ ସିଡନୀ ଟେଷ୍ଟେର ଭାରତର ରିଷଭ ପନ୍ତ ବିସ୍ଫୋକ ବ୍ୟାଟିଂ କରି ମାତ୍ର ୨୯ଟି ବଲରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟରେ ଏହା ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ରହିଥିଲା। ପୂର୍ବରୁ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ସେ ୨୦୨୨ରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୨ଟି ବଲରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ  ୧୯୮୨ରେ କପିଳ…

Read More