Author: Samir Rout

ଚଳିତ ସିରିଜରେ ୧୫୨.୧ ଓଭର ଓଭର ବୋଲିଂ କରିସାରିଛନ୍ତି ବୁମରା ନେଇଛନ୍ତି ୩୨ଟି ୱିକେଟ ବିଶେନ ସିଂହ ବେଦୀଙ୍କ ରେକର୍ଡ ଭାଙ୍ଗିଛନ୍ତି ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ପଞ୍ଚମ ଟେଷ୍ଟ ଚାଲିଛି। ଆଉ ୩ଦିନ ଖେଳ ବାକି ରହିଛି। ମାତ୍ର ଏହା ପୂର୍ବରୁ ଦଳର ମୁଖ୍ୟ ଖେଳାଳି ଯଶପ୍ରୀତ ବୁମରା ଆହତ ହେବା ଦ୍ୱାରା ଭାରତୀୟ ଦଳର ଚିନ୍ତା ବଢ଼ି ଯାଇଛି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ବୁମରା ମୋଟ ୨ଟି ୱିକେଟ ନେଇଥିଲେ। ମଧ୍ୟାହ୍ନ ବିରତି ପରେ ବୁମରା ପ୍ରଥମ ଓଭର ବୋଲିଂ କରୁଥିବାବେଳେ ପିଠି ଯନ୍ତ୍ରଣା ଅନୁଭବ କରିଥିଲେ। ଅବଶ୍ୟ ଯନ୍ତ୍ରଣା ମଧ୍ୟରେ ସେ ଏହି ଓଭର ଶେଷ କରିଥିଲେ। ଅନ୍ୟ ବୋଲରଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆକୁ ଭାରତ ମାତ୍ର ୧୧ ରନରେ ଅଲ୍‍ ଆଉଟ କରିଦେଇଥିଲା ଓ ୪ ରନରେ ଅଗ୍ରଣୀ ହାସଲ କରିଥିଲା। ନୂଆବର୍ଷ ଟେଷ୍ଟର ଦ୍ବିତୀୟ ଦିନ ମଧ୍ୟାହ୍ନ ଭୋଜନ ପରେ ବୁମରା…

Read More