Author: Samir Rout

 ଭାରତ ଆୟୋଜନ କରିବ ମହିଳା ଦିନିକିଆ ବିଶ୍ୱକପ  ଟିମ ଇଣ୍ଡିଆ ଖେଳିବ ୧୦ଟେଷ୍ଟ, ୧୨ଦିନିକିଆ, ୧୮ ଟି-ଟ୍ୱେଣ୍ଟି ୨୦୨୪ରେ କ୍ରୀଡ଼ା କ୍ୟାଲେଣ୍ଡର ବେଶ୍ ମଜାଦାର ତଥା ରୋମାଞ୍ଚକର ରହିଥିଲା । ପ୍ୟାରିସ୍ ଅଲିମ୍ପିକ୍ସ, ୟୁରୋ, ଟି-ଟ୍ୱେଣ୍ଟି ବିଶ୍ୱକପ ଭଳି ବହୁ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୨୦୨୫ ମଧ୍ୟ ପଛରେ ନାହିଁ ।  ଆସନ୍ତା ବର୍ଷ ମଧ୍ୟ ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀ ରହିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି, ମହିଳା ଦିନିକିଆ ବିଶ୍ୱକପ, ଆସେସ, ବିଶ୍ୱ ଆଥଲେଟିକ ଚାମ୍ପିଅନସିପ ଭଳି ମେଗା ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଖେଳାଯିବ । ଭାରତୀୟଙ୍କ ପାଇଁ ଆସନ୍ତା ବର୍ଷ ବେଶ ମନୋରଞ୍ଜନ ଯୋଗାଇବ । ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ବର୍ଷ ୧୮ଟି ଟି-ଟ୍ୱେଣ୍ଟି, ୧୦ଟି ଟେଷ୍ଟ ଓ ୧୨ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏହି ସବୁ ମ୍ୟାଚ୍ କେବଳ ଦ୍ୱିପାକ୍ଷିକ ସିରିଜ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଆଇସିସି ଚାମ୍ପିଅନ୍ସ…

Read More