Author: NAZMEEN PARWEEN

ଭାରତୀୟ ରାଜନୀତିର ପରିଭାଷା ବଦଳିବାରେ ଲାଗିଛି। ଦିନ ଥିଲା, ଭାରତୀୟ ଜନତା ପାର୍ଟି (ବିଜେପି)କୁ କେବଳ ‘କ୍ୟାଡର ଭିତ୍ତିକ’ ଏବଂ ‘ଆରଏସଏସ’ ଦ୍ୱାରା ନିୟନ୍ତ୍ରିତ ଏକ ଅନୁଶାସିତ ଦଳଭାବେ ଗ୍ରହଣ କରାଯାଉଥିଲା। ବିଶ୍ୱାସ କରାଯାଉଥିଲା ଯେ, ଯିଏ ଶାଖାରୁ ପ୍ରଶିକ୍ଷିତ ହୋଇନାହିଁ, ତା’ ପାଇଁ ଦଳର ଶୀର୍ଷ ପଦବୀ କିମ୍ବା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆକାଶ କଇଁଆ ଚିଲିକା ମାଛ ଭଳି। କିନ୍ତୁ ଗତ ଦଶନ୍ଧି ମଧ୍ୟରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କ ନେତୃତ୍ୱାଧୀନ ବିଜେପି ଏହି ପାରମ୍ପରିକ ଧାରଣାକୁ ସମ୍ପୂର୍ଣ୍ଣରୂପେ ଭାଙ୍ଗି ଦେଇଛି। ଆଜିର ବିଜେପି ଏକ ‘ନିର୍ବାଚନ ଜିତିବା ମେସିନ’ରେ ପରିଣତ ହୋଇଛି, ଯେଉଁଠି ନିଷ୍ଠା ଅପେକ୍ଷା ‘ୱିନେବିଲିଟି’ ବା ଜିତିବାର କ୍ଷମତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହିମନ୍ତ ବିଶ୍ୱ ଶର୍ମାଙ୍କଠାରୁ ଆରମ୍ଭ କରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପର୍ଯ୍ୟନ୍ତ, ଅଣ-ଆରଏସଏସ ନେତାମାନେ ବିଜେପିରେ କେବଳ ସ୍ଥାନ ପାଇନାହାନ୍ତି, ବରଂ ଶାସନର ମୁଖ୍ୟ ସୂତ୍ରଧର ସାଜିଛନ୍ତି। କିନ୍ତୁ ପ୍ରଶ୍ନ…

Read More