Author: NAZMEEN PARWEEN

ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବି ର କାରନାମା ବିଷୟରେ ତ ଆପଣ ସବୁବେଳେ କିଛି ନା କିଛି ଶୁଣୁଥିବେ। କିନ୍ତୁ ଏବେ ପିସିବି ର ଚେୟାରମ୍ୟାନ ମୋହସିନ ନକଭି (Mohsin Naqvi) ଯେଉଁ ବୟାନ ଦେଇଛନ୍ତି, ତାହା ଶୁଣିଲେ ଆପଣ ହସିବେ ନା ଆଶ୍ଚର୍ଯ୍ୟ ହେବେ, ସେଇଟା ବୁଝିପାରିବେନି। ଆପଣ ଜାଣିଥିବେ ବର୍ତ୍ତମାନ ପାକିସ୍ତାନରେ ପିଏସଏଲ ବା ‘ପାକିସ୍ତାନ ସୁପର ଲିଗ୍’ ଚାଲିଛି। କିନ୍ତୁ ସବୁଠାରୁ ବଡ କଥା ହେଉଛି, ଷ୍ଟାଡିୟମ ପୁରା ଖାଲି। କ୍ରିକେଟ୍ ଦେଖିବା ପାଇଁ ଦର୍ଶକ ନାହାନ୍ତି। ଆଉ ଏହି ‘ଖାଲି ଷ୍ଟାଡିୟମ’ର ଏକ ଏମିତି କାରଣ ନକଭି ସାହେବ ଦେଇଛନ୍ତି, ଯାହା ସୋସିଆଲ ମିଡିଆରେ ଏବେ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ନକଭି କହିଛନ୍ତି କି – “ଭାରତରେ ପେଟ୍ରୋଲ ସଙ୍କଟ ଚାଲିଛି, ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଛି!” ପ୍ରଶ୍ନ ଉଠୁଛି, ପାକିସ୍ତାନରେ ଖେଳ ହେଉଛି, ଷ୍ଟାଡିୟମ ସେଠି ଖାଲି ଅଛି, ହେଲେ…

Read More