Author: NAZMEEN PARWEEN

ବିହାର ରାଜନୀତିରେ ଆଜି ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଯେଉଁ ବିଜେପି ଦୀର୍ଘ ଦଶନ୍ଧି ଧରି ବିହାରରେ ନୀତିଶ କୁମାରଙ୍କ ପଛରେ ରହି ‘ଜୁନିୟର ପାର୍ଟନର’ ଭାବେ କାମ କରୁଥିଲା, ଆଜି ସେହି ବିଜେପି ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ପାଇଛି। ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏବେ ବିହାରର ମଣ୍ଡଳ ରାଜନୀତି କମଣ୍ତଳରେ ବିଲୀନ ହେଲା ବୋଲି କୁହାଯାଉଛି। କିନ୍ତୁ ଏହି ପରିବର୍ତ୍ତନ କେବଳ ଏକ ପଦବୀର ପରିବର୍ତ୍ତନ ନୁହେଁ, ବରଂ ବିହାର ରାଜନୀତିର ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେବା ଭଳି ଏକ ବଡ଼ ପଦକ୍ଷେପ। ନୀତିଶ କୁମାରଙ୍କ ଇସ୍ତଫା ପରେ ବିଜେପିର ଏହି ମାଷ୍ଟରଷ୍ଟ୍ରୋକ୍ କାହିଁକି ଆରଜେଡି ଏବଂ ଲାଲୁ ଯାଦବଙ୍କ ପରିବାର ପାଇଁ ବିପଦର ଘଣ୍ଟି?  ଶପଥ ଗ୍ରହଣ ଏବଂ ସମ୍ରାଟ ଚୌଧୁରୀଙ୍କ ଉତ୍‍ଥାନ ଆଜିର ଘଟଣା ବିହାର ଇତିହାସରେ ଲିପିବଦ୍ଧ ହୋଇ ରହିବ। ପାଟନାର ଲୋକ ଭବନରେ ସମ୍ରାଟ ଚୌଧୁରୀ…

Read More