Author: NAZMEEN PARWEEN

ସୋସିଆଲ ମିଡିଆ ଏବଂ ଆନ୍ତର୍ଜାତୀକ ଗଣମାଧ୍ୟମରେ ଏବେ ଗୋଟିଏ ଖବର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ପାକିସ୍ତାନ, ଯିଏ ସବୁବେଳେ ଭାବେ ଯେ ସାଉଦୀ ଆରବ ତା’ର ସବୁଠୁ ବଡ଼ ସମର୍ଥକ ଏବଂ ବିପତ୍ତି ସମୟରେ ସାଉଦୀ ତା’ ପାଇଁ ଭାରତ ବିରୁଦ୍ଧରେ ଲଢ଼ିବାକୁ ସେନା ପଠାଇବ, ସେହି ପାକିସ୍ତାନର ସବୁ ଭ୍ରମ ଏବେ ଭାଙ୍ଗିଯାଇଛି। ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ବା ‘ଡିଫେନ୍ସ ପ୍ୟାକ୍ଟ’ର ତଥ୍ୟ ଲିକ୍ ହୋଇଛି। ଏହି ରିପୋର୍ଟରୁ ଜଣାପଡିଛି ଯେ, ସାଉଦୀ ଆରବ କୌଣସି ବି ପରିସ୍ଥିତିରେ ଭାରତ ବିରୁଦ୍ଧରେ ପାକିସ୍ତାନକୁ ସାମରିକ ସହାୟତା ଦେବାକୁ ବାଧ୍ୟ ନୁହେଁ।  ପାକିସ୍ତାନ ଏବଂ ସାଉଦୀ ଆରବ ମଧ୍ୟରେ ଥିବା ସମ୍ପର୍କ କୌଣସି ନୂଆ କଥା ନୁହେଁ। ଦଶନ୍ଧି ଦଶନ୍ଧି ଧରି ପାକିସ୍ତାନ ନିଜକୁ ସାଉଦୀର ସୁରକ୍ଷା କର୍ମୀ ବୋଲି କହିଆସିଛି। ବଦଳରେ ସାଉଦୀଠାରୁ କୋଟି କୋଟି ଡଲାରର ଋଣ ଏବଂ ତେଲ ମାଗଣାରେ କିମ୍ବା ଶସ୍ତାରେ ନେଇଆସିଛି।…

Read More