Author: NAZMEEN PARWEEN

ଭାରତୀୟ ଗଣତନ୍ତ୍ରର ମହାକୁମ୍ଭ ଅର୍ଥାତ ୫ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ନିର୍ବାଚନ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ। ପୂର୍ବ ଭାରତର ପଶ୍ଚିମବଙ୍ଗ ଓ ଆସାମଠାରୁ ଆରମ୍ଭ କରି ଦକ୍ଷିଣର କେରଳ ପର୍ଯ୍ୟନ୍ତ, ରାଜନୈତିକ ପାଣିପାଗ ଏବେ ବେଶ୍ ସରଗରମ। ତେବେ ଏହି ଲଢ଼େଇ କେବଳ ଭୋଟ୍ ସଂଗ୍ରହର ନୁହେଁ, ବରଂ ଦୁଇଟି ଭିନ୍ନ ବିଚାରଧାରା ଏବଂ ଦୁଇଟି ଭିନ୍ନ କାର୍ଯ୍ୟଶୈଳୀ ମଧ୍ୟରେ ଏକ ବଡ଼ ସଂଘର୍ଷ। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି (ବିଜେପି) ଯିଏ ନିର୍ବାଚନକୁ ଏକ ‘ସାଇଣ୍ଟିଫିକ୍ ମିଶନ୍’ ଭାବେ ଗ୍ରହଣ କରିଛି, ଅନ୍ୟପଟେ କଂଗ୍ରେସ ଯିଏ ନିଜର ପୁରୁଣା ଗଡ଼ ରକ୍ଷା କରିବା ପାଇଁ ସଂଘର୍ଷ କରୁଛି। ଯଦି ଏପରି ହୁଏ ତେବେ ନିର୍ବାଚନୀ ପରାଜୟରେ କଂଗ୍ରେସ ନେତା ରହୁଲ ଗାନ୍ଧୀ ଶତକ ମାରିବା ଥୟ ବଁଳି ଆଲୋଚନା ହେଉଛି। ବିଜେପିର ‘୨୪x୭’ ରଣନୀତି: ନିର୍ବାଚନ ଏକ ନିରନ୍ତର ପ୍ରକ୍ରିୟା ବିଜେପିର ସବୁଠୁ ବଡ଼ ଶକ୍ତି ହେଉଛି ତା’ର…

Read More