Author: TRUPTIMAYEE SAHOO

ବର୍ତ୍ତମାନ ସାରା ଦେଶରେ ଇଲେକ୍ଟ୍ରିକ୍ ଯାନର ଚାହିଦା ବୃଦ୍ଧି ପାଉଛି । ଏହି ଯାନଗୁଡ଼ିକ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ମଧ୍ୟ ଧୀରେ ଧୀରେ ବଢ଼ୁଛି । EV ଫ୍ଲିଟ୍ ବୃଦ୍ଧି କରିବା ଏବଂ ଫଳସ୍ୱରୂପ, ତେଲ ଆମଦାନୀ ହ୍ରାସ କରିବା ଲକ୍ଷ୍ୟରେ ସରକାର ସକ୍ରିୟ ଭାବରେ ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି । ତଥାପି, ଏହି ପ୍ରୟାସ ମଧ୍ୟରେ, ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ବିଶେଷକରି, ରାଜସ୍ଥାନ ପୋଲିସ – ଜଣେ ଇଲେକ୍ଟ୍ରିକ୍ କାର ମାଲିକଙ୍କୁ PUC ପ୍ରମାଣପତ୍ର ଦେଖାଇବାରେ ବିଫଳ ହେବାରୁ ଜାରି କରିଛି ଜରିମାନା । ପ୍ରଶ୍ନବାଚୀ ଥିବା ଘଟଣାଟି ରାଜସ୍ଥାନର ନାଗୌରରେ ଘଟିଥିଲା । ପୋଲିସର ଜଣେ ସହାୟକ ଉପ-ନିରୀକ୍ଷକ (ASI) ପ୍ରଥମେ ଏକ Tiago EV ରେ ଯାତ୍ରା କରୁଥିବା ଜଣେ ଯାନ ମାଲିକଙ୍କୁ ଅଟକାଇଥିଲେ । ଯାନର ଡକ୍ୟୁମେଣ୍ଟ ଯାଞ୍ଚ କରିବା ପରେ ଜଣାପଡିଲା ଯେ ମାଲିକଙ୍କ ପାଖରେ PUC ପ୍ରମାଣପତ୍ର…

Read More