Author: TRUPTIMAYEE SAHOO

ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଆଜି କଂଗ୍ରେସ ଏବଂ ତା’ର ସହଯୋଗୀ ଦଳମାନେ ବଡ଼ ବଡ଼ କଥା କହୁଛନ୍ତି। ସେମାନେ କହୁଛନ୍ତି କି, ଏହି ବିଲ୍‌ରେ ଓବିସି କୋଟା ରହିବା ଦରକାର, ‘କୋଟା ଭିତରେ କୋଟା’ ରହିବା ଦରକାର। ଶୁଣିବାକୁ ତ ଏହା ନ୍ୟାୟପୂର୍ଣ୍ଣ ଲାଗୁଛି, କିନ୍ତୁ ବାସ୍ତବରେ ଏହା କ’ଣ ଏକ ସାମାଜିକ ନ୍ୟାୟ ନା ବିଲ୍‌କୁ ଅଟକାଇବାର ଏକ ନୂଆ ବାହାନା? ଆଜି ଆମେ ଖୋଲିବା ୪୦ ବର୍ଷର ସେହି ଇତିହାସ, ଯେଉଁଠି ମହିଳାମାନଙ୍କ ଅଧିକାରକୁ କେବଳ ରାଜନୈତିକ ସ୍ୱାର୍ଥ ପାଇଁ ବଳି ଦିଆଯାଇଛି। ୪୦ ବର୍ଷର ଅପେକ୍ଷା ଏବଂ କଂଗ୍ରେସର ନୈତିକତା ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେତେବେଳେ ସତ୍ତା, ସମାଧାନ ଏବଂ ରାଜନୈତିକ ଶକ୍ତି ସବୁକିଛି କଂଗ୍ରେସ ପାଖରେ ଥିଲା, ସେତେବେଳେ ଏହି ବିଲ୍ ପାସ୍ କାହିଁକି ହେଲାନାହିଁ? ଆସନ୍ତୁ ୨୦୧୦ ମସିହାକୁ ଫେରିଯିବା। ରାଜ୍ୟସଭାରେ ବିଲ୍ ପାସ୍…

Read More