Author: TRUPTIMAYEE SAHOO

ସୋସିଆଲ ମିଡିଆ ଏବଂ ଆନ୍ତର୍ଜାତୀକ ଗଣମାଧ୍ୟମରେ ଏବେ ଗୋଟିଏ ଖବର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ପାକିସ୍ତାନ, ଯିଏ ସବୁବେଳେ ଭାବେ ଯେ ସାଉଦୀ ଆରବ ତା’ର ସବୁଠୁ ବଡ଼ ସମର୍ଥକ ଏବଂ ବିପତ୍ତି ସମୟରେ ସାଉଦୀ ତା’ ପାଇଁ ଭାରତ ବିରୁଦ୍ଧରେ ଲଢ଼ିବାକୁ ସେନା ପଠାଇବ, ସେହି ପାକିସ୍ତାନର ସବୁ ଭ୍ରମ ଏବେ ଭାଙ୍ଗିଯାଇଛି। ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ବା ‘ଡିଫେନ୍ସ ପ୍ୟାକ୍ଟ’ର ତଥ୍ୟ ଲିକ୍ ହୋଇଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ରିପୋର୍ଟରୁ ଜଣାପଡିଛି ଯେ, ସାଉଦୀ ଆରବ କୌଣସି ବି ପରିସ୍ଥିତିରେ ଭାରତ ବିରୁଦ୍ଧରେ ପାକିସ୍ତାନକୁ ସାମରିକ ସହାୟତା ଦେବାକୁ ବାଧ୍ୟ ନୁହେଁ। ଏହି ପୁରା ଘଟଣାର ପୋଷ୍ଟମର୍ଟମ କରିବା ଏବଂ ଜାଣିବା ଭାରତ ପାଇଁ ଏହା କେତେ ବଡ଼ ବିଜୟ। ପାକିସ୍ତାନ ଏବଂ ସାଉଦୀ ଆରବ ମଧ୍ୟରେ ଥିବା ସମ୍ପର୍କ କୌଣସି ନୂଆ କଥା ନୁହେଁ। ଦଶନ୍ଧି ଦଶନ୍ଧି ଧରି…

Read More